ମୁହଁ ଖୋଲିଲେ ବାପି, ସବୁ ଦୋଷ ଲଦିଦେଲେ | Odisha Reporter
Jun 8, 2026•Channel
AI Analysis
Data from YouTube Data API v3•Updated Just now
Video Overview
Video Details
Published1 month ago
Duration4:31
Video ID1Wam6kqFcFw
Languageor
CategoryNews & Politics
PrivacyPublic
Made for KidsNo
Video TypeRegular Video
Performance Metrics
Views1.1K
Likes17
Comments1
Engagement Rate1.60%
Likes per 100 views1.51
Comments per 1K views0.89
Video Tags
Description
#ସବୁ_ଦୋଷ_ଲଦିଦେଲେ_ବାପି
ପାରାଦୀପ ବୋମାମାଡ ଘଟଣାରେ ବାପି ସର୍ଖେଲଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିଜେଡି, ବିଜେପି, କଂଗ୍ରେସ ଓ କମ୍ୟୁନିଷ୍ଟ ପକ୍ଷରୁ ପାରାଦୀପ ପୁଲିସକୁ ଦାବିପତ୍ର ପ୍ରଦାନ କରିଥିଲେ । ହେଲେ ଆଜି ବାପି ସର୍ଖେଲ ବୋମାମାଡ଼କୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ପ୍ରେସମିଟ କରି ସେ ସିଧାସଳଖ ପାରାଦୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁଙ୍କୁ ଟାର୍ଗେଟ କରିଛନ୍ତି। ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ପାରାଦୀପରେ ଚାଲିଥିବା ଦୁର୍ନୀତିଗୁଡିକର ପର୍ଦ୍ଦାଫାଶ କରିଥିବାରୁ ତାଙ୍କ ବିରୋଧରେ ପ୍ରାୟୋଜିତ ଷଡ଼ଯନ୍ତ୍ର ହୋଇଥିବା କହିଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #OdishaReporter #BapiSarkhel #paradip #Bombingcase #MunicipalityChairman