ରେଳୱେ ଚାକରି କରେଇ ଦେବା ନାଁ ରେ , ୨୧ ଲକ୍ଷ ଟଙ୍କା ଠକି ନେଇଥିଲେ I Railway Job Fraud: Man Arrested in Aska

Jun 11, 2026Channel
AI Analysis
Data from YouTube Data API v3Updated Just now
Pratidin TV
Pratidin TV

1.7M subscribers

View Channel

Video Overview

Video Details

Published1 week ago
Duration3:33
Video ID83Ao9Tb1R08
Languageen-IN
CategoryNews & Politics
PrivacyPublic
Made for KidsNo
Video TypeRegular Video

Performance Metrics

Views107
Likes1
Comments0
Engagement Rate0.93%
Likes per 100 views0.93
Comments per 1K views0.00

Description

ରେଳୱେ ଚାକରି କରେଇ ଦେବା ନାଁ ରେ , ୨୧ ଲକ୍ଷ ଟଙ୍କା ଠକି ନେଇଥିଲେ I ରେଳୱେ ଚାକରି କରେଇ ଦେବା ନାଁ ରେ ୨୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ Iଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଓଲଟପୁର ଗ୍ରାମର ଗଦାଧର ନାଥ l ସୂଚନା ଅନୁସାରେ ଆସିକା ଥାନା ଅନ୍ତର୍ଗତ ସାପୁଆପଲ୍ଲୀ ଗ୍ରାମର ବାଳକୃଷ୍ଣ ପାଳ ନାମକ ଜଣେ ଯୁବକଙ୍କୁ ରେଳୱେ ଲୋକ ପାଇଲେଟ ଚାରିକି କରେଇଦେବାକୁ ପ୍ରଲୋଭନ ଦେଖାଇ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଓଲଟପୁର ଗ୍ରାମର ଗଦାଧର ନାଥ ୨୧ ଲକ୍ଷ ଟଙ୍କା ଲୁଟି ନେଇଥିଲେ l ଯାହାକୁ ନେଇ ଆସିକା ଥାନାରେ ଅଭିଯୋଗ ହୋଇଥିଲା l ଅଭିଯୋଗକୁ ଆଧାର କରି ଆସିକା ଥାନାର ଦୁଇଟି ଟିମ ଭଦ୍ରକ ପୋଲିସ ସହାୟତା ରେ ଅଭିଯୁକ୍ତ ଗଦାଧର ନାଥ କୁ ଭଦ୍ରକ ରୁ ଗିରଫ କରିଛି l Railway Job Fraud: Man Arrested in Aska #ganjam #RailwayJobFraud Vist our Website :https://www.pratidintv.com/ Like Our Facebook Page: https://www.facebook.com/PratidinOdisha Folllow Us Instagram :-https://www.instagram.com/pratidintv/?hl=en Follow On X :- https://x.com/pratidin_tv Subscribe To Our YouTube Channel: https://www.youtube.com/channel/UCVcnPfraEC8kaQCvRVLybzw #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

Related Videos

More videos from Pratidin TV