ପୋଲିସ କହି ଡରାଇଲା, ହୋଟେଲ୍ ନେଇ ଯୁବତୀଙ୍କୁ ଝୁଣି ଖାଇଲା | Odisha Reporter
Jun 8, 2026•Channel
AI Analysis
Data from YouTube Data API v3•Updated Just now
Video Overview
Video Details
Published1 week ago
Duration3:32
Video ID8evU-dmy2jo
Languageor
CategoryNews & Politics
PrivacyPublic
Made for KidsNo
Video TypeRegular Video
Performance Metrics
Views680
Likes11
Comments3
Engagement Rate2.06%
Likes per 100 views1.62
Comments per 1K views4.41
Video Tags
Description
#ସାହାଯ୍ୟ_କରିବା_ଆଳ_ଦେଖାଇ_ଦୁଷ୍କର୍ମ_କଲା
ଚାକିରିର ଲୋଭ ଦେଖାଇ ହୋଟେଲରେ ଦୁଷ୍କର୍ମ । ଠକ ପୋଲିସର ପୋଲ୍ ଖୋଲିଲା ପୋଲିସ । ଦେହ ଲୋଭରେ ଡ଼୍ରାଇଭରରୁ ସାଜିଥିଲା ଧଉଳି ଥାନା ପୋଲିସ। ପୋଲିସ ବାନ୍ଧିଥିବା ଏ ବକ୍ତି ହେଉଛନ୍ତି ହିମାଶୁଁ ସାମଲ ଓରଫ ଜିତୁ ସାମଲ । ଘର ଯାଜପୁର ବଡଚଣା । ପେସାରେ ଜଣେ ଡ଼୍ରାଇଭର। ନିଶା କିନ୍ତୁ ପୁରା ଅଲଗା। ଚାକିରୀ ଦେବାକୁ ଯୁବତୀ ମାନଙ୍କୁ ଥୋପ ପକାଉଥିଲା କାମାନ୍ଧ ଡ୍ରାଇଭର ଜିତୁ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #OdishaReporter #jitusamal #Trap #Pipili #dhaulipolice #Arrest #fakepolice #Rapecase