ସତୀ ନିଜ ଶରୀରକୁ କାହିଁକି ନାଶ କରିଲେ ? | Rama Kahani Amruta Bani | Ep 26|

May 15, 2026Channel
AI Analysis
Data from YouTube Data API v3Updated Just now

Video Overview

Video Details

Published3 weeks ago
Duration24:14
Video ID9H2pdKdDILs
Languageor
CategoryEntertainment
PrivacyPublic
Made for KidsNo
Video TypeRegular Video

Performance Metrics

Views105
Likes1
Comments1
Engagement Rate1.90%
Likes per 100 views0.95
Comments per 1K views9.52

Description

ସତୀ ନିଜ ଶରୀରକୁ କାହିଁକି ନାଶ କରିଲେ ? | Rama Kahani Amruta Bani | Ep 26| ରାମକଥା ସଜାଡି ଦିଏ ସଂସାର, ଦୂର କରେ ସମସ୍ତ ବ୍ୟଥା 🙏 ଆଜିର ଦିନରେ ଘରେ ଘରେ, ପ୍ରତ୍ୟେକ ପରିବାରରେ ଭାଙ୍ଗୁଛି ସମ୍ପର୍କ ଭାଇ-ଭାଇ ମଧ୍ୟରେ ବିବାଦ, ବାପା-ପୁଅ ମଧ୍ୟରେ ଦୂରତା, ପଡ଼ୋଶୀ, ପରିଜନ, ବନ୍ଧୁ-ବାନ୍ଧବ ସବୁଠି ଭାଙ୍ଗୁଛି ସମ୍ପର୍କର ସୁତା। ସେଥିପାଇଁ ଯୁଗେ ଯୁଗେ ଅବୁଝା ମଣିଷକୁ ପଥ ଦେଖାଇବା ପାଇଁ ଅବତରଣ କରନ୍ତି ପୁରୁଷୋତ୍ତମ 'ଶ୍ରୀରାମ' 🙏| ତାଙ୍କର ଅମୃତ ବାଣୀ ଏବଂ ଆଦର୍ଶ ଜୀବନ ଶିକ୍ଷା, ଭାଙ୍ଗିଯାଉଥିବା ସମ୍ପର୍କକୁ ପୁଣି ଯୋଡି ଦେଇଥାଏ। ରାମଙ୍କ କଥା, ତାଙ୍କର ବାଣୀ ଓ ଜୀବନ ଦର୍ଶନକୁ ନେଇ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ରାମ କାହାଣୀ ଅମୃତବାଣୀ” | ଦେଖନ୍ତୁ ପ୍ରତ୍ୟେକ ସୋମବାର ରୁ ଗୁରୁବାର ସକାଳ ୬.୩୦ ମି. ଓ ସନ୍ଧ୍ୟା ୫.୩୦ ମି. ରେ, କେବଳ ପ୍ରାର୍ଥନା ଲାଇଫ ରେ | #RamaKahaniAmrutabani #RamKatha #RamBani #FullEpisode #LordRam #ShriRam #Ramayan #ରାମକଥା #ରାମବାଣୀ #ଶ୍ରୀରାମ #LifeLessons #SanatanDharma #BhaktiMarg #HinduCulture #DailyWisdom #PrarthanaLife Odisha's Leading Entertainment Channel Prarthana Life. ►SUBSCRIBE to Prarthana channel. https://youtube.com/@prarthanalife?si=MnSnUtpbGo6qLwTa ►Like us on Facebook https://www.facebook.com/prarthanalife/ ►Follow us on Instagram https://www.instagram.com/prarthanalife/?hl=en ► Watch on TarangPlus app : https://tarangplus.in/devotional-list Visit our website for further details: www.prarthanatv.in

Related Videos

More videos from Prarthana Life