ଫଳକ ପାଇଁ ସାଂସଦ-ବିଧାୟକ ମୁହାଁମୁହିଁ | Odisha Reporter
Jun 9, 2026•Channel
AI Analysis
Data from YouTube Data API v3•Updated Just now
Video Overview
Video Details
Published3 days ago
Duration4:45
Video ID9R79wPonNc0
Languageor
CategoryNews & Politics
PrivacyPublic
Made for KidsNo
Video TypeRegular Video
Performance Metrics
Views307
Likes6
Comments1
Engagement Rate2.28%
Likes per 100 views1.95
Comments per 1K views3.26
Video Tags
Description
#ଫଳକ_ପାଇଁ_ସାଂସଦ_ବିଧାୟକ_ମୁହାଁମୁହିଁ
ଦେଖନ୍ତୁ ଆସିକା ସାଂସଦ ଅନିତା ଶୁଭଦର୍ଶିନୀଙ୍କ ସମର୍ଥକ କିଭଳି ଖଲ୍ଲିକୋଟ ବିଡିଓଙ୍କ ଉପରେ ବର୍ଷୁଛନ୍ତି। କହୁଛନ୍ତି ତୁମେ କିଏ? କାହିଁକି ଏଭଳି ନିଷ୍ପତ୍ତି ନେଲ?। ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଦେବାକୁ ଥିବା ନାମ ଫଳକରେ ସାଂସଦ ଶୁଭଦର୍ଶିନୀଙ୍କ ନାଁ କୁ ତଳେ ରଖିବା ନେଇ ତୁମୁଳକାଣ୍ଡ। ତୁରନ୍ତ ଏହାକୁ ବାହାର କର? ତୁମ ଭଳି ଅଫିସର ସାଂସଦ ଓ ବିଧାୟକ ଭିାତରେ କଳି ଲଗାଉଛ କହି ବିଡିଓ ଙ୍କ ଉପରେ ସାଂସଦଙ୍କ ସମର୍ଥକ ପାଟି କରିଥିଲେ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #OdishaReporter #ganjam #aska #purnachandrasethy #MLAMP #nameplate #BJP