ଦାମୀ ବାଇକ ଓ ମୋବାଇଲ୍ ବନ୍ଧକ ରଖି ,ଚଳାଇଥିଲେ ବେଆଇନ ଋଣ କାରବାର ! Illegal money lending racket ,Gajapati

Jun 11, 2026Channel
AI Analysis
Data from YouTube Data API v3Updated Just now
Pratidin TV
Pratidin TV

1.7M subscribers

View Channel

Video Overview

Video Details

Published1 week ago
Duration3:15
Video ID9gWfCVSJi44
Languageen-IN
CategoryNews & Politics
PrivacyPublic
Made for KidsNo
Video TypeRegular Video

Performance Metrics

Views124
Likes5
Comments0
Engagement Rate4.03%
Likes per 100 views4.03
Comments per 1K views0.00

Description

ଦାମୀ ବାଇକ ଓ ମୋବାଇଲ୍ ବନ୍ଧକ ରଖି ,ଚଳାଇଥିଲେ ବେଆଇନ ଋଣ କାରବାର ! ଦାମୀ ବାଇକ ଓ ମୋବାଇଲ୍ ବନ୍ଧକ୍ ରଖି ବେଆଇନ ଋଣ କାରବାର ଅଭିଯୋଗରେ ଅଭିଯୁକ୍ତ ଗିରଫ, ଲକ୍ଷାଧିକ ଟଙ୍କା ସହ ୧୩୭ ଗୋଟି ବାଇକ୍ ଓ ୧୫୦ ଗୋଟି ମୋବାଇଲ୍ ଜବତ l ନାମୀ ଦାମୀ ବାଇକ ଓ ମୋବାଇଲ୍ ବନ୍ଧକ୍ ରଖି ବେଆଇନ୍ ରୁଣ କାରବାର ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତ ଗିରଫ କରିଚ୍ଛି l ଅଭିଯୁକ୍ତ ଠାରୁ ଲକ୍ଷାଧିକ ନଗଦ ଟଙ୍କା ସହ ୧୩୭ ବାଇକ୍ ଓ ୧୨୭ ଗୋଟି ମୋବାଇଲ୍ ଜବତ କରିଛି l ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କେ.ରବି ରେଡ୍ଡୀ l ସୂଚନା ପ୍ରକାରେ, ଦୀର୍ଘ ଦିନରୁ ରବି ଅଞ୍ଚଳରେ ବେଆଇନ ଋଣ କାରବାର କରି ଆସୁଥିଲା l ଲୋକଙ୍କ ଠାରୁ ବାଇକ୍ ଓ ମୋବାଇଲ୍ ବନ୍ଧକ ରଖି ଋଣ ଦେଇ ଟଙ୍କା ଆଦାୟ କରୁଥିଲା l ପୋଲିସ ଚଢାଉ କରି ୧୩୭ ବାଇକ୍, ୧୨୭ ଗୋଟି ମୋବାଇଲ୍ ଓ ନଗଦ ୩ ଲକ୍ଷ ୬୧ ହଜାର ଦୁଇ ଶାହ ଟଙ୍କା ଏଟିମ୍ ସହ ଗାଡ଼ି କଜଗପତ୍ର ଜବତ କରିଛି ଅଡବା ପୋଲିସ l Illegal money lending racket ,Gajapati #gajapati #moneylending Vist our Website :https://www.pratidintv.com/ Like Our Facebook Page: https://www.facebook.com/PratidinOdisha Folllow Us Instagram :-https://www.instagram.com/pratidintv/?hl=en Follow On X :- https://x.com/pratidin_tv Subscribe To Our YouTube Channel: https://www.youtube.com/channel/UCVcnPfraEC8kaQCvRVLybzw #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

Related Videos

More videos from Pratidin TV