ସାପୁଆ ଡ୍ୟାମରେ ବୁଡ଼ି , ଚାଲିଗଲା ଯୁବକଙ୍କ ଜୀବନ ! Youth Dies After Drowning in Sapua Dam, Dhenkanal

Jun 12, 2026Channel
AI Analysis
Data from YouTube Data API v3Updated Just now
Pratidin TV
Pratidin TV

1.7M subscribers

View Channel

Video Overview

Video Details

Published1 month ago
Duration3:10
Video IDLMGgBM8SwOs
Languageen-IN
CategoryNews & Politics
PrivacyPublic
Made for KidsNo
Video TypeRegular Video

Performance Metrics

Views1.4K
Likes34
Comments0
Engagement Rate2.38%
Likes per 100 views2.38
Comments per 1K views0.00

Description

ସାପୁଆ ଡ୍ୟାମରେ ବୁଡ଼ି , ଚାଲିଗଲା ଯୁବକଙ୍କ ଜୀବନ ! ସାପୁଆ ଡ୍ୟାମରେ ବୁଡି ଯୁବକ ମୃତ ,ପରିବାରର ହତ୍ୟା ସନ୍ଦେହ।ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାପୁଆ ଡ୍ୟାମରେ ବୁଡି ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।ଖବରର ତଥା ଅନୁସନ୍ଧାନରୁ ପ୍ରକାଶ ହିନ୍ଦୋଳ ଉପଖଣ୍ଡ ଦଣ୍ଡିରୀ ପଂଚାୟତସ୍ଥିତ ପର୍ଯ୍ୟଟନସ୍ଥଳ ସାପୁଆ ଡ୍ୟାମକୁ ରସୋଳଥାନା ଚିତ୍ତଲପୁର ପଞ୍ଚାୟତ ବେଡା ଗ୍ରାମର ଦିଲୀପ ବିଶ୍ୱାଳଙ୍କ ପୁଅ ରାଜେନ୍ଦ୍ର ବିଶ୍ୱାଳଙ୍କୁ ଓଡାପଡାବ୍ଲକ ମୋଟଙ୍ଗାଥାନା(ହିନ୍ଦୋଳରୋଡ଼ ଫାଣ୍ଡି)ଅଧୀନ ଗୋଡିଡ଼ିହି ଗ୍ରାମର ବିଶ୍ୱରଂଜନ ମହାରଣା ଓ ଏକଘରିକିଆ ଗ୍ରାମର ତନ୍ମୟ ବେହେରାଙ୍କ ସହ ମିଶି ଆଜି ପୂର୍ବାହ୍ନ ୧୧ଘ ବେଳେ ସାପୁଆଡ୍ୟାମ ବୁଲିବାକୁ ଯାଇ ଗାଧୋଉ ଥିବାବେଳେ ଡ୍ୟାମରେ ରାଜେନ୍ଦ୍ର ବୁଡ଼ିଯାଇଥିବା ଅନ୍ୟ ଦୁଇସାଙ୍ଗ ରସୋଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। Youth Dies After Drowning in Sapua Dam, Dhenkanal #dhenkanal #youth #death Vist our Website :https://www.pratidintv.com/ Like Our Facebook Page: https://www.facebook.com/PratidinOdisha Folllow Us Instagram :-https://www.instagram.com/pratidintv/?hl=en Follow On X :- https://x.com/pratidin_tv Subscribe To Our YouTube Channel: https://www.youtube.com/channel/UCVcnPfraEC8kaQCvRVLybzw #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

Related Videos

More videos from Pratidin TV