ସବୁ ସମ୍ପତ୍ତି ନଣନ୍ଦ ନାଁରେ, ମହିଳା କମିଶନ ଦ୍ୱାର ବାଡ଼େଇଲେ ତ୍ରିଷ୍ଣା | Odisha Reporter
Jun 9, 2026•Channel
AI Analysis
Data from YouTube Data API v3•Updated Just now
Video Overview
Video Details
Published6 days ago
Duration4:36
Video IDRdjHyd4csvY
Languageor
CategoryNews & Politics
PrivacyPublic
Made for KidsNo
Video TypeRegular Video
Performance Metrics
Views399
Likes10
Comments0
Engagement Rate2.51%
Likes per 100 views2.51
Comments per 1K views0.00
Video Tags
Description
#ଫସିଯିବେ_ଶାଶୂଘର_ଲୋକେ
ସ୍ବାମୀ ଗଲେ। ପରିବାର ବି ଗଲା। ଶେଷରେ ସମ୍ପତି ବି ଝିଅ ନାଁରେ ହେଲା। ଏବେ କିନ୍ତୁ ଲଢ଼େଇ ଭିଡ଼ିଓ ଡ଼ିଲିଟ ପାଇଁ । ଲଢ଼େଇ ଲଢ଼ୁଛନ୍ତି ତ୍ରିଷ୍ଣା। ସେ କହିଛନ୍ତି ସବୁ ସମ୍ପତି ଝିଅ ନାମରେ କରିଦେଲେ। ଘର ଠାରୁ ଜମି ଯାଏ। ପୁଅର କିଛି ବି ନାହିଁ। ମୋର ସମ୍ପତି ଲୋଡ଼ା ନାହିଁ । ମୁଁ ଘରେ ରହିବାକୁ ଚାହୁଁଥିଲି। ଏ କଥା ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇ କହିଛନ୍ତି ମୃତ ୟୁଟ୍ୟୁବର ରାହୁଲଙ୍କ ପତ୍ନୀ ତ୍ରିଷ୍ଣା।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #OdishaReporter #rahulmoharana #trishna #Youtuber #Familydrama #WomenCommission