ଶେଷ ଠିକଣା ଚୌଦ୍ବାର ଜେଲ, ଏଥର ଅଖା ଧୋଇବୁ ଗୁଣ ଖାଇବୁ | Odisha Reporter

Apr 2, 2026Channel
AI Analysis
Data from YouTube Data API v3Updated Just now

Video Overview

Video Details

Published2 months ago
Duration2:49
Video IDS00AEnZb7iE
Languageor
CategoryNews & Politics
PrivacyPublic
Made for KidsNo
Video TypeRegular Video

Performance Metrics

Views4K
Likes83
Comments4
Engagement Rate2.19%
Likes per 100 views2.09
Comments per 1K views1.01

Description

#ଶେଷ_ଠିକଣା_ଚୌଦ୍ବାର_ଜେଲ ଓଡ଼ିଶାବାସୀ ଏ ଦୁଇଜଣ କୁଖ୍ୟାତ ଅପରାଧୀଙ୍କ ମୁହଁ ବଦନକୁ ଦେଖି ସାରିଛନ୍ତି। ଇଏ ଏମିତି ସେମିତି ଲୁଟେରା ନୁହେଁ। ଦିନ ଦ୍ବିପହରେ ଗୁଳି କରି ମଣିଷକୁ ହତ୍ୟା କରିଥିବା ଏ ବିହାରୀ ଲୁଟେରା । 2025 ଅକ୍ଟୋବର 3 ତାରିଖରେ ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିଲେ। ଜଣେ ପୂର୍ବରୁ ଗିରଫ ହୋଇସାରିଥିଲେ ଆଉ ଏବେ ରାଜା ସାହାଣୀକୁ ଋଷିକେଶରୁ ଗିରଫ କରିଛି ପୁଲିସ। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #OdishaReporter #chowdwarjail #biharicriminal #rajasahani #arrest

Related Videos

More videos from Odisha Reporter