ସଚିନଙ୍କୁ କାଟିଲେ ବୈଭବ.... ଏକ ବିହାରୀ ସବ୍ ପେ ଭାରି | Odisha Reporter
Jun 7, 2026•Channel
AI Analysis
Data from YouTube Data API v3•Updated Just now
Video Overview
Video Details
Published4 days ago
Duration2:29
Video IDS3CDJzIro8w
Languageor
CategoryNews & Politics
PrivacyPublic
Made for KidsNo
Video TypeRegular Video
Performance Metrics
Views287
Likes6
Comments0
Engagement Rate2.09%
Likes per 100 views2.09
Comments per 1K views0.00
Video Tags
Description
#ସଚିନଙ୍କୁ_କାଟିଲେ_ବୈଭବ
ଯେଉଁ ଖେଳାଳୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା । ଶେଷରେ ସେହି ଖେଳାଳୀଙ୍କୁ ନେଇ ବି.ସି.ସି.ଆଇ ବି ଭରସା କଲା । ଆଜି ବି.ସି.ସି.ଆଇ, ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଛି । ଆଶା ଅନୁଯାୟୀ, ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି । ତେବେ ଗତ ଦୁଇ ବର୍ଷ ଧରି, ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂର କୌଶଳ ଅନେକ ଖେଳପ୍ରେମୀଙ୍କ ହୃଦୟ ଜିତି ପାରିଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #VaibhavSuryavanshi #TeamIndia #IndianCricket #BCCI #IndiaT20Squad #VaibhavSuryavanshiDebut #EnglandTour #ShreyasIyer #SachinTendulkar #YoungestCricketer