ଦୁଇଫାଳ ୟୁନିଟ-୪ ହାଟ ! | Odisha Reporter
Jun 7, 2026•Channel
AI Analysis
Data from YouTube Data API v3•Updated Just now
Video Overview
Video Details
Published1 month ago
Duration4:55
Video IDTy1KU6g0S2g
Languageor
CategoryNews & Politics
PrivacyPublic
Made for KidsNo
Video TypeRegular Video
Performance Metrics
Views1.2K
Likes11
Comments1
Engagement Rate0.98%
Likes per 100 views0.89
Comments per 1K views0.81
Video Tags
Description
#ଦୁଇଫାଳ_ୟୁନିଟ_୪_ହାଟ !
ଆଉ ଟେନସନ ନାହିଁ। ଏବେ ଦୁଇଫାଳ ହେଇଯିବ ହାଟ। ହଟିବ ଅଳିଆ – ହେବନି ଦୁର୍ଗନ୍ଧ। ରାସ୍ତାରେ ଗଲେ ନାକରେ ଦେବାକୁ ପଡ଼ିବନି ରୁମାଲ। ଆଧୁନିକତାର ଚାକଚାକ୍ୟ ଭିତରେ ଚାଲିବ ୟୁନିଟ ୪ ହାଟ। ଆମିଷ ହାଟ ଭାବେ ପରିଚିତ ୟୁନିଟ ୪ ହାଟରେ ପାଦ ଦେଉ ଦେଉ ଅପରିସ୍କାର ସାଙ୍ଗକୁ ଦୁର୍ଗନ୍ଧରେ ନାକ ବନ୍ଦ ହୋଇଯାଏ। ଯାହା ଆଗକୁ ହେବନି। ଖୁବଶୀଘ୍ର ପୁରୁଣା ହାଟର ହେବ ନବକଳେବର।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #Unit4Haat #Bhubaneswar #BMC #SmartMarket #MarketRedevelopment #CleanCity #PublicFacilities #ParkingFacility #CleanlinessDrive #VegetableMarket #FishMarket