ଆପଣଙ୍କ ଯାତ୍ରାରେ ସହଯାତ୍ରୀ | Adani Group | HKKDH
Nov 19, 2025•Channel
AI Analysis
Data from YouTube Data API v3•Updated Just now
Video Overview
Video Details
Published7 months ago
Duration0:46
Video IDVGo2rA2iCpE
Languageor
CategoryPeople & Blogs
PrivacyPublic
Made for KidsNo
Video TypeYouTube Short
Performance Metrics
Views33.9K
Likes0
Comments0
Engagement Rate0.00%
Likes per 100 views0.00
Comments per 1K views0.00
Description
ବିମାନବନ୍ଦରକୁ ପ୍ରଥମ ଥର ଆସିଛନ୍ତି? ଦେଖନ୍ତୁ ଅଦାଣୀ କେମିତି ପ୍ରତି ଯାତ୍ରାକୁ ବିଶିଷ୍ଟ କରିଥାଏ।
#HumKarkeDikhateHain ସିରୀଜ୍ର ଚତୁର୍ଥ ଫିଲ୍ମଟି ଦେଖାଉଛି ଯେ, ପ୍ରଥମ ଥର ଆନ୍ତଃରାଷ୍ଟ୍ରୀୟ ଭ୍ରମଣରେ ଯାଉଥିବା ବୟସ୍କ ଦମ୍ପତିଙ୍କ ହଜିଯାଇଥିବା ତାଲିକା ଯୋଗୁଁ, ମିଳିଥିବା ଅବିସ୍ମରଣୀୟ ସୁଖଦ ଅନୁଭୂତି, ଯାହା ଅଦାଣୀ ବିମାନବନ୍ଦରରେ ଥିବା ଯତ୍ନଶୀଳ ଦଳ ସେବାଭାବରେ ଯୋଗାଇଥିଲେ ।
ଲାଉଞ୍ଜରେ ସୁସ୍ବାଦୁ ବ୍ୟଞ୍ଜନ ଠାରୁ ଆରମ୍ଭ କରି ଶପିଙ୍ଗ କରିବା, ସୁରମ୍ୟ ରନ୍ୱେ ଦେଖିବା ପର୍ଯ୍ୟନ୍ତ, ଅଦାଣୀ ବିଶ୍ବ-ସ୍ତରୀୟ ବିମାନବନ୍ଦର ଚଳାଇବା ଉପରାନ୍ତେ, ପ୍ରତ୍ୟେକ ଯାତ୍ରୀଙ୍କ ଯାତ୍ରାରେ ବାସ୍ତବରେ ସହଯାତ୍ରୀ ସିଦ୍ଧ ହେଉଛି ।
କାରଣ ଅଦାଣୀରେ, ଆମେ କେବଳ ବିମାନବନ୍ଦର ଚଳାଉନାହୁଁ, ଅଭୁଲା ଅନୁଭୂତି ବି ସୃଷ୍ଟି କରୁଛୁ ।
#AdaniHKKDH #SafarKeHumsafarAdani