୨ ଦିନ ହେଲା ଅନ୍ଧାରରେ ,ବାଣୀବିହାର କଲେଜ କ୍ୟାମ୍ପସ ! No Electricity in Bani Bihar College campus ,Bbsr

Jun 7, 2026Channel
AI Analysis
Data from YouTube Data API v3Updated Just now
Pratidin TV
Pratidin TV

1.7M subscribers

View Channel

Video Overview

Video Details

Published1 week ago
Duration5:14
Video IDWsYsw2XxN5A
Languageen-IN
CategoryNews & Politics
PrivacyPublic
Made for KidsNo
Video TypeRegular Video

Performance Metrics

Views185
Likes3
Comments0
Engagement Rate1.62%
Likes per 100 views1.62
Comments per 1K views0.00

Description

୨ ଦିନ ହେଲା ଅନ୍ଧାରରେ ,ବାଣୀବିହାର କଲେଜ କ୍ୟାମ୍ପସ ! ବଏଜ ହଷ୍ଟେଲ ଲାଇନ୍ ନାହିଁ ! ୨ ଦିନ ଧରି ହେବ ଅନ୍ଧାରରେ ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟ । ଗତକାଲି କାଳ ବୈଶାଖୀ ପ୍ରଭାବରେ ବିଶ୍ଵବିଦ୍ୟାଳୟ ପରିସରରେ ଅନେକ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି । ବିଦ୍ୟୁତ ତାର ଉପରେ ଗଛ ପଡ଼ି ରହିଛି । ୧,୨,୫ ,୭ ବଏଜ ହଷ୍ଟେଲ ଲାଇନ୍ ନାହିଁ । ଅନ୍ଧାରେ ରେ ଅଛନ୍ତି ଛାତ୍ର। ପାଣି ନଥିବାରୁ ଅସୋନ୍ତୋଷ ଦେଖାଯାଇଛି। ବିଦ୍ୟୁତ କର୍ମଚାରି ଗତ କାଲି ଠାରୁ ଲାଗିଛନ୍ତି ବିଦ୍ୟୁତ ସଂଯୋଗ ପାଇଁ । ଅନେକ ଜାଗାରେ ଗଛ ପଡ଼ିଥିବାରୁ ବିଦ୍ୟୁତ ସଂଯୋଗ ସମ୍ଭବ ହେଇ ପାରୁନାହିଁ । ଗଛ କାଟିବା ପରେ ଓ ଭାଙ୍ଗିଥିବା ବିଦ୍ୟୁତ ଖୁଣ୍ଟ ନୂଆ ଲାଗିବ ପରେ ବିଦ୍ୟୁତ ଦିଆଯିବ । No Electricity in Bani Bihar College campus After Kalbaisakhi #UtkalUniversity #Bhubaneswar #Kalbaisakhi #Banibihar Vist our Website :https://www.pratidintv.com/ Like Our Facebook Page: https://www.facebook.com/PratidinOdisha Folllow Us Instagram :-https://www.instagram.com/pratidintv/?hl=en Follow On X :- https://x.com/pratidin_tv Subscribe To Our YouTube Channel: https://www.youtube.com/channel/UCVcnPfraEC8kaQCvRVLybzw #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

Related Videos

More videos from Pratidin TV