ଘରେ ଲୁଚାଇ ରଖିଥିଲେ 90 ଏଲପିଜି ସିଲିଣ୍ଡର | Odisha Reporter
Apr 2, 2026•Channel
AI Analysis
Data from YouTube Data API v3•Updated Just now
Video Overview
Video Details
Published2 months ago
Duration6:26
Video IDXNPV_k_PFog
Languageor
CategoryNews & Politics
PrivacyPublic
Made for KidsNo
Video TypeRegular Video
Performance Metrics
Views6.8K
Likes74
Comments5
Engagement Rate1.17%
Likes per 100 views1.09
Comments per 1K views0.74
Video Tags
Description
#ଲୋକଙ୍କୁ_ସିଲିଣ୍ଡର_ମିଳୁନି_ଏଠ_90_ଟାଙ୍କି_ଲୁଚାଇଥିଲେ
ଚାଲିଥିଲା ବେଆଇନ ଗ୍ୟାସ୍ କାରବାର, ଖବର ପାଇ ଯୋଗାଣ ବିଭାଗର ଚଢାଉ । ଜଣେ ବିତରକଙ୍କ ଘରୁ ବିଭିନ୍ନ କମ୍ପାନୀର ୯୦ ଗୋଟି ଗ୍ୟାସ୍ ସିଲିଣ୍ଡର ଜବତ । ଗ୍ୟାସ୍ ସିଲିଣ୍ଡର୍ ଜବତ ପରେ ଏବେ ଗାଁରେ ଗ୍ରାହକଙ୍କ ମଧ୍ୟରେ ଉତେଜନା ପରିସ୍ଥିତି ଦେଖା ଦେଇଛି । ଗୋଟିଏ ପଟେ ଗ୍ୟାସ୍ ସଙ୍କଟ ଚାଲିଥିବା ବେଳେ ଗଜପତି ଜିଲ୍ଲା ମୋହନା ବ୍ଲକ୍ ବିରିକୋଟ ଗାଁରେ ଜଣେ ବ୍ୟକ୍ତି ବେଆଇନ ଭାବେ ଘରେ ବିପୁଳ ପରିମାଣର ଗ୍ୟାସ୍ ଟାଙ୍କି କେମିତି ରଖିଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #OdishaReporter #IllegalGas #lpgcylinder #Gajapati #mohana