କନ୍ଧମାଳରେ ଗର୍ଜିଲେ ମହମ୍ମଦ ମୋକିମ୍ , ୨ ଟି ଦଳର ଦୁର୍ଗ ଭୁଷୁଡୁଛି ! Odisha Janata Congress ,Kandhamal

Jun 6, 2026Channel
AI Analysis
Data from YouTube Data API v3Updated Just now
Pratidin TV
Pratidin TV

1.7M subscribers

View Channel

Video Overview

Video Details

Published1 week ago
Duration7:17
Video ID_lr0kSlPyG8
Languageen-IN
CategoryNews & Politics
PrivacyPublic
Made for KidsNo
Video TypeRegular Video

Performance Metrics

Views434
Likes5
Comments1
Engagement Rate1.38%
Likes per 100 views1.15
Comments per 1K views2.30

Description

କନ୍ଧମାଳ ଜିଲ୍ଲାରେ ୪ ଶହ ଗାଁ ରେ ପାଣି ନାହିଁ, ବିଦ୍ୟୁତ ନାହିଁ, ଲୋକ ଦାଦନ ଖଟିବାକୁ ଯାଉଛନ୍ତି !କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଗଡ଼ ଭାବେ ପରିଚିତ ଦାରିଙ୍ଗବାଡି ମାଟିରେ ରାଜ୍ୟର ନୂତନ ଆଞ୍ଚଳିକ ଦଳ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ର ଶକ୍ତି ପ୍ରଦର୍ଶନ କରିଛି। ଦଳ ର ସଭାପତି ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଶନିବାର ଦିନ ଦାରିଙ୍ଗବାଡି ରେ ପହଞ୍ଚି ପ୍ରଥମ ଥର ପାଇଁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। Odisha Janata Congress ,Kandhamal #kandhamal #OdishaJanataCongress #MohammadMoquim Vist our Website :https://www.pratidintv.com/ Like Our Facebook Page: https://www.facebook.com/PratidinOdisha Folllow Us Instagram :-https://www.instagram.com/pratidintv/?hl=en Follow On X :- https://x.com/pratidin_tv Subscribe To Our YouTube Channel: https://www.youtube.com/channel/UCVcnPfraEC8kaQCvRVLybzw #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

Related Videos

More videos from Pratidin TV