କୂଅ ସଫା କରିଲା ବେଳେ ଶ୍ରମିକ ଗୁରୁତର,ଭିତରେ ପଶି ଉଦ୍ଧାର କଲା ଦମକଳ ବାହିନୀ। Labour Rescued in ganjam
Jun 7, 2026•Channel
AI Analysis
Data from YouTube Data API v3•Updated Just now
Video Overview
Video Details
Published1 month ago
Duration1:39
Video IDbEPfEzJ8NR8
Languageen-IN
CategoryNews & Politics
PrivacyPublic
Made for KidsNo
Video TypeRegular Video
Performance Metrics
Views48
Likes1
Comments0
Engagement Rate2.08%
Likes per 100 views2.08
Comments per 1K views0.00
Video Tags
Description
କୂଅ ସଫା କରିଲା ବେଳେ ଶ୍ରମିକ ଗୁରୁତର,ଭିତରେ ପଶି ଉଦ୍ଧାର କଲା ଦମକଳ ବାହିନୀ।ସହର ଉପକଣ୍ଠ ହରିଜନ ସାହିରେ ଆଜି ମଧ୍ୟାହ୍ନ ସମୟରେ କୂଅ ସଫା କରିବାକୁ ଯାଇଥିବା ଜଣେ ଶ୍ରମିକ ଗୁରୁତର ଭାବେ ଉଦ୍ଧାର ହୋଇଥିଲେ। ଧୁମୁଛାଇ ଗ୍ରାମର ସୀମାଞ୍ଚଳ ସ୍ବାଇଁ(୨୫) ଅନ୍ୟ ଜଣେ ଶ୍ରମିକ ସହ କୂଅ ସଫା କରିବାକୁ ଆସିଥିବା ବେଳେ ଭିତରେ ସୀମାଞ୍ଚଳ ଅଣନିଶ୍ବାସୀ ହୋଇ ଯାଇଥିଲେ। ତୁରନ୍ତ ଦମକଳ ବାହିନୀ ଖବର ପାଇ କୂଅ ଭିତରେ ପଶି ତାଙ୍କୁ ଉଦ୍ଧାର କରିଥିଲେ।Labour Rescued in ganjam
#Labour #Rescued #ganjam #odishanews #pratidintv
Vist our Website :https://www.pratidintv.com/
Like Our Facebook Page: https://www.facebook.com/PratidinOdisha
Folllow Us Instagram :-https://www.instagram.com/pratidintv/?hl=en
Follow On X :- https://x.com/pratidin_tv
Subscribe To Our YouTube Channel: https://www.youtube.com/channel/UCVcnPfraEC8kaQCvRVLybzw
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha