Sabitri Brata - ସାବିତ୍ରୀ ବ୍ରତ | Full Video Song Out Now | Suman & Elli | Sailabhama & Minakshi

May 15, 2026Channel
AI Analysis
Data from YouTube Data API v3Updated Just now

Video Overview

Video Details

Published3 weeks ago
Duration1:06
Video IDdQpLMLVKigY
Languageor
CategoryEntertainment
PrivacyPublic
Made for KidsNo
Video TypeRegular Video

Performance Metrics

Views4.3K
Likes93
Comments0
Engagement Rate2.14%
Likes per 100 views2.14
Comments per 1K views0.00

Description

Click To Watch Full Video Song :- https://youtu.be/BZhnZZ4M9e4?si=TOa6d2Rle-95plDq ପ୍ରତ୍ୟେକ ଓଡ଼ିଆ ନାରୀର ଆବେଗ, ଧୈର୍ଯ୍ୟ ଓ ବିଶ୍ୱାସର ପ୍ରତୀକ "ସାବିତ୍ରୀ ବ୍ରତ" । 🙏✨ ଏହା କେବଳ ଏକ ବ୍ରତ ନୁହେଁ, ଏହା ହେଉଛି ପ୍ରତ୍ୟେକ ଓଡ଼ିଆ ନାରୀର ଶଙ୍ଖା ଓ ସିନ୍ଦୂରର ସୁରକ୍ଷା ପାଇଁ ଏକ ପବିତ୍ର ସଂକଳ୍ପ। ମହାସତୀ ସାବିତ୍ରୀ ଓ ସତ୍ୟବାନଙ୍କ ସେଇ ଅମର ତ୍ୟାଗର ଗାଥାକୁ ନେଇ ଲୋକପ୍ରିୟ କଳାକାର ସୁମନ ପଟ୍ଟନାୟକ ଏବଂ ଏଲି ପାଢ଼ୀଙ୍କ ସୁନ୍ଦର ଉପସ୍ଥାପନାରେ ପ୍ରସ୍ତୁତ ହୋଇଛି ଏହି ଭକ୍ତିପୂର୍ଣ୍ଣ ସମ୍ପୂର୍ଣ୍ଣ ଗୀତ "ସାବିତ୍ରୀ ବ୍ରତ" (ବହି ଗୀତ)। 🎬 ଟିଭି ପ୍ରସାରଣ :- ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ସାବିତ୍ରୀ ବ୍ରତ" ମେ ୧୬ ତାରିଖ (ଶନିବାର) ସକାଳ ୮:୩୦ ଏବଂ ରାତି ୮:୩୦ ରେ, କେବଳ ପ୍ରାର୍ଥନା ଲାଇଫ୍‌ ଟିଭି ଚ୍ୟାନେଲ୍‌ରେ। AUDIO & VIDEO CREDITS :- ଉପସ୍ଥାପନା :- ଏଲି ପାଢ଼ୀ ଓ ସୁମନ ପଟ୍ଟନାୟକ ସଂଗୀତ :- ଭାରତୀକୃଷ୍ଣ କଣ୍ଠଶିଳ୍ପୀ :- ଶୈଳଭାମା ମହାପାତ୍ର ଓ ମିନାକ୍ଷୀ ରଥ ଗୀତ :- ସାବିତ୍ରୀ ବହି ଗୀତ ଗ୍ରାଫିକ୍ସ (AI) :- ଅର୍ଜୁନ ମହାନ୍ତ ଡି.ଓ.ପି (DOP) :- ସୁଶୀଲ ଆଚାର୍ଯ୍ୟ କ୍ୟାମେରା :- ସନାତନ, ଶଙ୍କର ଓ ଧନଞ୍ଜୟ ବ୍ୟବସ୍ଥାପନା :- ଅଶୋକ ପଟ୍ଟନାୟକ ସାଉଣ୍ଡ :- ଅଙ୍କିତ୍ କାନୁନଗୋ ସମ୍ପାଦନା (Editing) :- ନିଶି ରଞ୍ଜନ ମହାନ୍ତି ଓ ଚିତ୍ତରଞ୍ଜନ ପ୍ରଧାନ ପୋଷ୍ଟ ପ୍ରଡକ୍ସନ :- ଶୀର୍ଷେନ୍ଦୁ ବସୁମଲ୍ଲିକ ବୈଷୟିକ ସହଯୋଗିତା :- ସତ୍ୟସୁନ୍ଦର ଓଝା ପବ୍ଲିସିଟି ଡିଜାଇନ୍ :- ତାରାକାନ୍ତ ପଟ୍ଟନାୟକ ନିର୍ଦ୍ଦେଶନା :- ଅଭୟ ଗଡ଼ନାୟକ ଉପଦେଷ୍ଟା :- ତ୍ରିଭୁବନ ପଣ୍ଡା କାର୍ଯ୍ୟନିର୍ବାହୀ ପ୍ରଯୋଜକ :- ପତିତପାବନ ସ୍ୱାଇଁ କ୍ରିଏଟିଭ୍ ହେଡ୍ :- ଦେବୀଦତ୍ତ ମହାନ୍ତି #SabitriBrata #SabitriBrataFullSong #SabitriBahiGita #SumanPattnaik #ElliPadhi #SailabhamaMohapatra #MinakshiRath #OdiaSong #OdiaMusic #TraditionalSong #OdiaTradition #SabitriAmabasya #OdiaCulture #SatyabanSabitri #OdiaFestival #PrarthanaLife Odisha's Leading Entertainment Channel Prarthana Life. ►SUBSCRIBE to Prarthana Life Channel. https://youtube.com/@prarthanalife?si=MnSnUtpbGo6qLwTa ►Like us on Facebook https://www.facebook.com/prarthanalife/ ►Follow us on Instagram https://www.instagram.com/prarthanalife/?hl=en ► Watch on TarangPlus app : https://tarangplus.in/devotional-list Visit our website for further details: www.prarthanatv.in

Related Videos

More videos from Prarthana Life