ଡେଟିଂ ଆପ୍ ଫାନ୍ଦରେ ନେଭି ଅଫିସର … ଖଣ୍ଡ ଖଣ୍ଡ ପ୍ରେମିକା | Odisha Reporter
Mar 31, 2026•Channel
AI Analysis
Data from YouTube Data API v3•Updated Just now
Video Overview
Video Details
Published2 months ago
Duration2:49
Video IDebZ2i0VM70s
Languageor
CategoryNews & Politics
PrivacyPublic
Made for KidsNo
Video TypeRegular Video
Performance Metrics
Views252
Likes12
Comments1
Engagement Rate5.16%
Likes per 100 views4.76
Comments per 1K views3.97
Video Tags
Description
#ଡେଟିଂ_ଆପ୍_ଫାନ୍ଦରେ_ନେଭି_ଅଫିସର
ବୀଭତ୍ସ। ଲୋମହର୍ଷଣକାରୀ। ଭୟଙ୍କର। ଗୋଟିଏରେ ମାନୁନଥିଲା ମନ। ଘରେ ସ୍ତ୍ରୀ ଥିବା ପରେବି ନେଭି ଅଫିସରଙ୍କ ଦେହ ଖୋଜୁଥିଲା ଟିକେ ଏକ୍ସଟ୍ରା। ଦୀର୍ଘଦିନ ଧରି ଚାଲିଥିଲା ଲୁଚାଛପା ପ୍ରେମ। ଡେଟିଂ ଆପ୍ରୁ ଆରମ୍ଭ ହୋଇଥିବା ଏ ପ୍ରେମ, ଶେଷରେ ଘରର ଚାରିକାନ୍ଥ ଭିତରେ ମଉଳିଗଲା। ଦର୍ଶକବନ୍ଧୁ ଜଣେ ବିବାହିତ ନୌସେନା କର୍ମଚାରୀ ଏମିତି କିଛି କାଣ୍ଡ ଘଟାଇଛନ୍ତି ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #OdishaReporter #datingapp #murder #navyofficer #extramaritalaffairs #vishakapatnam