କନ୍ୟା ସୁମଙ୍ଗଳ ଯୋଜନା ପାଇଁ ଖୁବଶୀଘ୍ର SOP | Odisha Reporter

Apr 2, 2026Channel
AI Analysis
Data from YouTube Data API v3Updated Just now

Video Overview

Video Details

Published2 months ago
Duration1:02
Video IDgOBSiMekV-k
Languageor
CategoryNews & Politics
PrivacyPublic
Made for KidsNo
Video TypeRegular Video

Performance Metrics

Views72
Likes2
Comments0
Engagement Rate2.78%
Likes per 100 views2.78
Comments per 1K views0.00

Description

#ଖୁବଶୀଘ୍ର_କନ୍ୟ_ସୁମଙ୍ଗଳ_ଏସଓପି ରାଜ୍ୟରେ ଖୁବଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନା ପାଇଁ SOP। ଏସଓପି ଚୂଡାନ୍ତ ହେବା ପରେ ରୂପରେଖ ସାମ୍ନାକୁ ଆସିବ। ଆଜି ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଛନ୍ତି, ବଜେଟରେ ମୁଖ୍ୟମନ୍ତ୍ରୀ ଏ ସଂପର୍କିତ ଯୋଜନା ଘୋଷଣା କରିସାରିଛନ୍ତି। ଝିଅ ଜନ୍ମ ହେବାର ବର୍ଷକ ଭିତରେ ତାଙ୍କ ଖାତାକୁ ସରକାର ଟଙ୍କା ପଠାଇବେ। ୨୧ ବର୍ଷ ବୟସ ହେବା ବେଳକୁ ଆକାଉଣ୍ଟକୁ ସରକାର ଲକ୍ଷାଧିକ ଟଙ୍କା ଦେଇ ସାରିଥିବେ। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #OdishaReporter #KanyaSumangalaYojana #odishagovt #prabhatiparida

Related Videos

More videos from Odisha Reporter