ନବମ ଶ୍ରେଣୀ ଝିଅ ପାଇଁ ମର୍ଡର, ଅଧ୍ୟକ୍ଷାଙ୍କୁ ବଞ୍ଚାଇବାକୁ ଯାଇ ମରିଗଲେ ୱାର୍ଡେନ୍ | Odisha Reporter

Mar 31, 2026Channel
AI Analysis
Data from YouTube Data API v3Updated Just now

Video Overview

Video Details

Published2 months ago
Duration4:41
Video IDi2dfCqeCkJk
Languageor
CategoryNews & Politics
PrivacyPublic
Made for KidsNo
Video TypeRegular Video

Performance Metrics

Views780
Likes15
Comments1
Engagement Rate2.05%
Likes per 100 views1.92
Comments per 1K views1.28

Description

#ଟାର୍ଗେଟରେ_ଥିଲେ_ପ୍ରିନ୍ସିପାଲ_ମାଡାମ୍ #ବଳିପଡ଼ିଗଲେ_ୱାର୍ଡେନ୍ ୱାର୍ଡେନଙ୍କୁ ହତ୍ୟା ଓ ଅଧ୍ୟକ୍ଷାଙ୍କୁ ହତ୍ୟା ଉଦ୍ୟମ ମାମଲାର ପର୍ଦ୍ଦାଫାସ । 10 ଦିନ ପରେ ମାମଲା ଉପରୁ ପରଦା ହଟାଇଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ୨ ଭାଇ ଶୁକଦେବ ଜେନା ଓ ସନ୍ନ୍ୟାସୀ ଜେନାଙ୍କୁ ପୋଲିସ ପୂର୍ବରୁ ଗିରଫ କରିଥିବା ବେଳେ ସୋମବାର ଶିକ୍ଷାକେନ୍ଦ୍ର ହଷ୍ଟେଲ୍‌ରେ ରହୁଥିବା ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ମଧ୍ୟ ଧରିଛି । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #OdishaReporter #warden #Baripada #Mayurbhanj #murderfullowup #principal #SceneRecreation

Related Videos

More videos from Odisha Reporter