First Ever Podcast with Deputy Spekar Bhabani Shankar Bhoi। ବିନା କେସ୍ ଥିବା ବିଧାୟକ। ଭୁଲ ଭୋଟରୁ ବିଧାୟକ

Jun 21, 2026Channel
AI Analysis
Data from YouTube Data API v3Updated Just now
OTV Digital
OTV Digital

970K subscribers

View Channel

Video Overview

Video Details

Published3 days ago
Duration45:10
Video IDkPi3yw4WoGk
Languageor
CategoryNews & Politics
PrivacyPublic
Made for KidsNo
Video TypeRegular Video

Performance Metrics

Views227
Likes9
Comments0
Engagement Rate3.96%
Likes per 100 views3.96
Comments per 1K views0.00

Description

ନେତା ହେବ ତ ନାଁରେ ମାମଲା ହେବ। ଅନ୍ୟକୁ ଗାଳି ଗଲେ ଟିକିଏ ବାହୁ ବଳ ଦେଖେଇଲେ ନେତା ହେବାକୁ ପଡ଼େ। କିନ୍ତୁ ରାଜ୍ୟରେ ଏମିତି ବି ବିଧାୟକ ଅଛନ୍ତି ଯାହାଙ୍କ ନାଁରେ ଖଣ୍ଡେ ବି କେସ୍ ନାହିଁ। ନା ଗଣ୍ଡଗୋଳ କରିଛନ୍ତି ନା ମାରପିଟ। ତଥାପି ବିଜେଡି, କଂଗ୍ରେସ ଗଡ଼ରେ ଜିତି ହେଇଛନ୍ତି ବିଧାୟକ। ସୁନ୍ଦରଗଡ଼ ତାଳସରାର ବିଜେପି ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ। ନିର୍ବାଚନ ଲଢ଼ିବା ଅନେକଙ୍କ ପାଇଁ ସ୍ବପ୍ନ ଥାଏ। ନେତା ହେବା, ଟିକେଟ ଖଣ୍ଡକ ପାଇବା ଅନେକଙ୍କ ପାଇଁ ବଡ଼ କଥା। କିନ୍ତୁ ଭବାନୀ ହଠାତ୍ ବିଧାୟକ ହେଲେ ଆଉ ୨୦୧୯ରେ ବିଜେପିର ପତାକା ସୁନ୍ଦରଗଡ଼ରେ ଉଡ଼େଇଲେ। ହେଲେ ତାଙ୍କ ରାଜନୀତିକୁ ଆସିବା ଯେତେ ରୋଚକ ତାଙ୍କ ରାଜନୈତିକ ଜୀବନ ବି। ଆଜି କାଲି ଟିକିଏ ଅଧିକ ଚର୍ଚ୍ଚାରେ ସେ। କାରଣ, ତାଙ୍କ ଜାଲ ସ୍ୱାକ୍ଷର କରି ବଦଳି ନିର୍ଦ୍ଦେଶ ବାହାରିଛି। Otv Podcast ଏଇ ଅଧ୍ୟାୟରେ ଆଲୋଚନା କରିବା ଅନେକ ଅକୁହା କାହାଣୀ ଆଉ ଶୁଣିବା ରାଜନୀତିରେ କେମିତି ଏସବୁ ସମ୍ଭବ। #OtvDigital #BhabaniBhoi #OtvNews #Otvkhabar #OdishaPolitices #Otv #Bjp #Bjd #Congress OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: / otvkhabar OTV English Facebook : / otvnews Telegram @otvtelegram @otvkhabar Twitter: / otvnews Instagram: / otvnews #OdishaTV #OTV

Related Videos

More videos from OTV Digital